ଦୀପତଳ ଅନ୍ଧାର : ରାଜଧାନୀରେ ଅବାଧରେ ଚାଲିଛି ସରକାରୀ ଜମି କିଣାବିକା

୯ ଶହ ବର୍ଗଫୁଟ ପ୍ଲଟ୍‌କୁ ୨ ଲକ୍ଷ ଟଙ୍କା,ପ୍ରଶାସନ ମୁକ ଭୁବନେଶ୍ବର: ରାଜଧାନୀରେ ୯ ଶହ ବର୍ଗଫୁଟ୍‌ ପ୍ଲଟ୍‌ର ମୂଲ୍ୟ ମାତ୍ର ୨ ଲକ୍ଷ ଟଙ୍କା। ପ୍ରକୃତରେ ରାଜଧାନୀରେ ଏତିକି ପରିମିତ ଜମିର ମୂଲ୍ୟ ନିହାତି ୨୦ ଲକ୍ଷ ଟଙ୍କା ହେବା କଥା। ମାତ୍ର ମିଳୁଛି ୧୦ ଭାଗରୁ ଭାଗେ ମୂଲ୍ୟରେ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୂରା ସତ। ତେବେ ବିକ୍ରି ପ୍ଲଟ୍‌ ହେଉଛି ସରକାରୀ ଜମି। ସରକାରୀ … Continue reading ଦୀପତଳ ଅନ୍ଧାର : ରାଜଧାନୀରେ ଅବାଧରେ ଚାଲିଛି ସରକାରୀ ଜମି କିଣାବିକା